ଜଳସେଚନ ଜମି ଜବରଦଖଲ , କେନାଲ ଜଳ ପ୍ରବେଶ କରୁନି କ୍ଷେତକୁ , ଚିନ୍ତାରେ ଚାଷୀକୂଳ

25 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଜବରଦଖଲ ସମସ୍ୟା ବଢି ବଢି ଚାଲିଛି । ପ୍ରଶାସନର ଉଦାସୀନତା ଯୋଗୁଁ ସାଧାରଣ ଚାଷୀ ହୀନସ୍ତା ଭୋଗୁଥିବା ବେଳେ ଚାଷକ୍ଷେତକୁ କେନାଲ ପାଣି ମାଡୁନାହିଁ । ଗ୍ରାମାଂଚଳରେ ଜମି ଜବରଦଖଲ […]

ପଟ୍ଟାମୁଣ୍ଡାଇ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆସୁନି, ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ବୁଲା ଗାଈଗୋରୁ, ଷଣ୍ଢ !

25 July 2023 anwesan.live 0

ଉଠାଦୋକାନୀଙ୍କ ଉଛେଦ, ନୂତନ ମୋଟର ଆଇନ ପ୍ରୟୋଗ କାମରେ ଆସୁନି   ସଡକ ଦୂର୍ଘଟଣାରେ ବହୁମୂଲ୍ୟ ଜୀବନହାନୀ ଘଟୁଥିବାରୁ ଦୂର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେବା ଆରମ୍ଭ […]

ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ଓ ସମ୍ବର୍ଦ୍ଧନା ମହୋତ୍ସବ – ୨୦୨୩

24 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲାର ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗିତା ଓ ମହର୍ଷି ବେଦବ୍ୟାସ ସମ୍ମାନ ମହୋତ୍ସବ ରାଉରକେଲାର ଗୋପବନ୍ଧୁ ପାଠାଗାର  ପରିସରରେ ଅନୁଷ୍ଠିତ […]

କେନ୍ଦ୍ରାପଡା ପୁରୁଣା ଜିଲ୍ଲା ଡାକ୍ତରଖାନା ଚବିଶ ଘଣ୍ଟିଆ କରିବାକୁ ସ୍ୱତନ୍ତ୍ର ସଚିବଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

24 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପୁରୁଣା ମୁଖ୍ୟ ଚିକିତ୍ସାଳୟ କୋଠାରେ ଚବିଶ ଘଣ୍ଟିଆ ରୋଗୀ ସେବା ହେବ । ବିଶେଷଜ୍ଞ ଡାକ୍ତର ରୋଗୀଙ୍କ ଚିକିତ୍ସା କରିବେ । ଲାବୋରେଟୋରୀ କାର୍ଯ୍ୟକରିବା ଚାରୋଟି ଖଟିଆ ପଡିବ ବୋଲି ରାଜ୍ୟ […]

ସର୍ତ୍ତ ଖିଲାପ କରିଥିବାରୁ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଇକୋର୍ଟଙ୍କ ଗିରଫ ନିର୍ଦେଶ

24 July 2023 anwesan.live 0

କେନ୍ଦ୍ରାପଡ଼ା, ୨୪/୭: ପ୍ରାୟ ବର୍ଷକ ତଳେ ଜେଲରୁ ଜାମିନରେ ଆସିଥିବା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀକୁ ଗିରଫ କରାଯିବାକୁ ଓଡିଶା ଉଚ୍ଚ ନ୍ୟ୍ୟାାଳୟ ନିର୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏକ ମଧ୍ୟବର୍ତ୍ତୀକାଳୀନ […]

ଖଡ଼ିଅଂଟା ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

24 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଖଡ଼ିାଂଟା ପଂଚାୟତରେ ଆଜି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ […]

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନୂତନ ଗୃହ ଉଦଘାଟିତ

24 July 2023 anwesan.live 0

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ ଶାଖା ନୂତନ କାର୍ଯାଳୟ ଗୃହ ପୌର ପରିଷଦ କାର୍ଯାଳୟ ନିକଟରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ […]

ପଟ୍ଟାମୁଣ୍ଡାଇ ପୌରାଂଚଳ ବିଜେଡି ପର୍ଯ୍ୟବେକ୍ଷକ

24 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌର ପରିଷଦର ବିଭିନ୍ନ ୱାର୍ଡରେ ବିଜେଡି ସଂଗଠନକୁ ଅଧିକ ସୁଦୃଢ କରିବା ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପରାମର୍ଶକ୍ରମେ ପଟ୍ଟାମୁଣ୍ଡାଇ ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା ପଟ୍ଟାମୁଣ୍ଡାଇ ପୌର […]

କେନ୍ଦ୍ରାପଡା ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍‌

23 July 2023 anwesan.live 0

କେନ୍ଦ୍ରାପଡ଼ା, ୨୩/୭: ଶିକ୍ଷକ ଶିକ୍ଷିକା ଓ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ ଓଷ୍ଟାର ନିଷ୍ପତ୍ତିକ୍ରମେ ଜିଲ୍ଲା ଓଷ୍ଟାର କନ୍‌ଭେନ୍‌ସନ୍ ସ୍ଥାନୀୟ ଗୁଲନଗର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଓଷ୍ଟାର ସଭାପତି […]

ଆବଶ୍ୟକତାଠୁ କମ୍ ଛଡାଯାଇଛି କେନାଲରେ ପାଣି ; ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ

23 July 2023 anwesan.live 0

            ଆଗେଇ ପାରୁନି ଚାଷ କାମ             ଜଳସମ୍ପଦ ଅଫିସ ଅଗରେ ଧାରଣା ଚେତାବନୀ ପଟ୍ଟାମୁଣ୍ଡାଇ -ଧାରା ଶ୍ରାବଣରେ ଶୁଖିଲା ପଡିଛି ବିଲ । ବିଳମ୍ବରେ ଚଳିତ ସପ୍ତାହରେ କେନାଲରେ ପାଣି ଛଡାଯାଇଥିଲେ ହେଁ […]

ବେଲତଳ ଧ୍ୟାନମନ୍ଦିର ରକ୍ତଦାନ ଶିବିର ଆୟୋଜନ ପାଇଁ ୨ୟ ପ୍ରସ୍ତୁତି ବୈଠକ

23 July 2023 anwesan.live 0

ପଟ୍ଟାମୁଣ୍ଡାଇ ୨୩.୭-ଆନ୍ତର୍ଯ୍ୟାତିକ ଖ୍ୟାତିସମ୍ପନ୍ନ କ୍ରିୟାଯୋଗୀ ପରମହଂସ ପ୍ରଜ୍ଞାନାନନ୍ଦଙ୍କ ଦ୍ୱାରା ପ୍ରତିଷ୍ଠିତ ବେଲତଳ ହରିହରାନନ୍ଦ ଧ୍ୟାନ ମନ୍ଦିର ପକ୍ଷରୁ ଆସନ୍ତା ଅଗଷ୍ଟ ମାସ ୧୦ ତାରିଖରେ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ୬୪ ତମ ଜନ୍ମଜୟନ୍ତୀ ଉତ୍ସବ […]

ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ

23 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲ ପୁରାତନ ଛାତ୍ରସଂସଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଫେସର ଦୁର୍ଯ୍ୟୋଧନ ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ଉପଦେଷ୍ଟା ପ୍ରଫେସର […]

ବାହ୍ୟ ମଳମୁକ୍ତ ଗାଁ ଯୋଜନା ବାଟବଣା ,ପାଇଖାନା ନଥାଇ ପୁରସ୍କାର ଅର୍ଥ ଆତ୍ମସାତ

23 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳରେ ଫେଲ ମାରିଛି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ପରିମଳ ଯୋଜନା । ପାଇଖାନା ନିର୍ମାଣ ନ ହୋଇ ଆତ୍ମସାତ ହୋଇଛି ଲକ୍ଷାଧିକ ଟଙ୍କା ପୁରସ୍କାର ଅର୍ଥ । ଗାଁ ମୁଣ୍ଡରେ […]

ଭିନ୍ନକ୍ଷମ ମେଧାବୀ ଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା

23 July 2023 anwesan.live 0

କେନ୍ଦ୍ରାପଡା ୨୨/୭- ରାଜକନିକା ଥାନା ଅଞ୍ଚଳର ସ୍ନେହଲତା ବେହେରା ଜଣେ ଭିନ୍ନକ୍ଷମ ମେଧାବୀ ଛାତ୍ରୀ । ଦିଲ୍ଲୀର ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ସେ ଯୋଗ୍ୟା ବିବେଚିତା ହୋଇଛନ୍ତି । […]

ବଦଳି ଆଦେଶକୁ ଖାତିର ନ କରି ଗାଦି ଛାଡୁ ନଥିବା ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କୁ କୈଫିୟତ ତଲବ

22 July 2023 anwesan.live 0

    କେନ୍ଦ୍ରାପଡ଼ା,୨୨ା୭: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଜନୈକ ଅଧ୍ୟାପକଙ୍କର ସେହି ବ୍ଲକ ଅନ୍ତର୍ଗତ ଏସ.ଏନ. ମହାବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ଗାଦି […]

କଂଗ୍ରେସ ଜାତୀୟ ରାଜନୀତିରେ ପଟ୍ଟାମୁଣ୍ଡାଇ ୱାର୍ଡ କାଉନସିଲର ସମ୍ରାଟ ଜେନା

22 July 2023 anwesan.live 0

କେନ୍ଦ୍ରାପଡା ୨୨.୭- ପଟ୍ଟାମୁଣ୍ଡାଇ ପୌରପରିଷଦ ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କଂଗ୍ରେସ କାଉନସିଲର ଯୁବନେତା ସମ୍ରାଟ କେଶରୀ ଜେନାଙ୍କୁ ନେଇ ଏବେ ସମଗ୍ର ପଟ୍ଟାମୁଣ୍ଡାଇର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ […]

ପତ୍ନୀ ହତ୍ୟା ଅଭିଯୋଗରେ ମା ,ପୁଅ ଗିରଫ

22 July 2023 anwesan.live 0

କେନ୍ଦ୍ରାପଡା ୨୨ା୭- ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆମ୍ବେର ଗ୍ରାମରେ ଗତ ଦୁଇଦିନ ତଳେ ନିଜ ପତ୍ନୀକୁ ପିଟି ପିଟି ମାରି ପୋଡି ଦେବା ଅଭିଯୋଗରେ ମା ଓ ପୁଅକୁ ପୋଲିସ ଗିରଫ କରି […]

ଓଡିଶା ସରକାର ୫-ଟି ସ୍କୁଲ ନାଁରେ ଦୁର୍ନୀତି କରୁଛନ୍ତି

22 July 2023 anwesan.live 0

ଭୁବନେଶ୍ୱର: ଓଡିଶାରେ ଶିକ୍ଷାନୁଷ୍ଠାନ ଦୁର୍ନୀତିର ଗନ୍ତାଘର ହୋଇଛି । ଶିକ୍ଷା କ୍ଷେତ୍ରରେ ସର୍ବ ଭାରତୀୟସ୍ତରରେ ଓଡ଼ିଶାର ସ୍ଥାନ ୨୪ନଂରେ ପଂହଚିଛି । ପିଜିଆଇ କ୍ଷେତ୍ରରେ ଓଡ଼ିଶାର ଶିକ୍ଷା ସବୁଠୁ ତଳେ ରହିଛି । ଓଡିଶାରେ […]

କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷକ ବିଭିନ୍ନ ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର

22 July 2023 anwesan.live 0

କେନ୍ଦ୍ରାପଡା ୨୧। ୭- କେନ୍ଦ୍ରାପଡା ଜିଲ୍ଲା ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ସାହୁ ଓ ସମ୍ପାଦକ ନିତ୍ୟାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ […]

ରିଲିଆନ୍ସ ଫାଉଣ୍ଡେସନ ଦ୍ୱାରା ପ୍ରାଣୀ ସ୍ୱାସ୍ଥ୍ୟ ସେବା ଶିବିର

22 July 2023 anwesan.live 0

କେନ୍ଦ୍ରାପଡା ୨୧/୭- କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ଗ୍ରାମ ପଞ୍ଚାୟତ ନରଣପୁର ଗ୍ରାମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଓ ରିଲିଆନ୍ସ ଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି […]

ଧାନ କ୍ଷେତ ଫାଟି ଆଁ କରିଛି, ଏଣେ ଧାନ ମଣ୍ଡି ପଞ୍ଜିକରଣ ପାଇଁ ପ୍ରଶାସନର ତତ୍ପରତା

22 July 2023 anwesan.live 0

ଶ୍ରାବଣ ମାସ ଅଧା ହେଲାଣି ଧାନ କ୍ଷେତରେ ପାଣି ନାହିଁ, ତଳି ମାଟିରୁ ଉଠି ପାରୁନି । ମାଟି କାଦୁଅ ହେଉନି, ଚାଷ ଜମିକୁ ଚାଷୀ ଯିବାକୁ ଇଚ୍ଛା କରୁନି । ଯେତିକି ଚାଷୀଙ୍କ […]

୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ହେବ ରକ୍ଷଣାବେକ୍ଷଣ

21 July 2023 anwesan.live 0

ରାଜ୍ୟର ୧୧୧ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧୀନରେ ପ୍ରତିଷ୍ଠା ହୋଇଥିବା ୩୭ ହଜାରରୁ ଅଧିକ ବର୍ଷାଜଳ ଅମଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ […]

ରାଜ୍ୟ କ୍ୟାବିନେଟ୍‍ ଗୁରୁତ୍ୱପୂର୍ଣ୍ଣ ବୈଠକ, ୧୭ ପ୍ରସ୍ତାବ ଉପରେ ମୋହର, ମିଶନ ଶକ୍ତି ସ୍କୁଟର ଯୋଜନା ସାମିଲ

21 July 2023 anwesan.live 0

ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କମ୍ପ୍ରିହେନସିଭ କ୍ୟାନସର ପ୍ଲାନ ପାଇଁ ୧୦୦୧.୧୪ କୋଟି ଟଙ୍କା ବଜେଟ୍ ଅନୁମୋଦନ ମାର୍ଶାଘାଇ-ଜମ୍ବୁ ରାସ୍ତାର ହେବ ପ୍ରଶସ୍ତିକରଣ ଭୁବନେଶ୍ୱର,୨୧ା୦୭-ରାଜ୍ୟ କ୍ୟାବିନେଟ୍ ର ୬୨ତମ ବୈଠକ ଲୋକସେବା ଭବନର […]

ପୋଖରୀପୁଟ ଡି ଏ ଭି ପବ୍ଲିକ ସ୍କୁଲରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

21 July 2023 anwesan.live 0

ଭୁବନେଶ୍ୱର ୨୦।୨-ଗୁରୁବାର ୨୦୨୨-୨୩ ଶିକ୍ଷାବର୍ଷର ସିବିଏସସି ଦଶମ କୃତି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏକ ଅଭିନନ୍ଦନ ଉତ୍ସବ ପୋଖରୀପୁଟ ସ୍ଥିତ ଡିଏଭି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭୁବନେଶ୍ୱର ପଦାର୍ଥ ବିଜ୍ଞାନ […]