ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୫ ତମ ସ୍ୱାୟତଶାସନ ଦିବସ ପାଳିତ

31 August 2023 anwesan.live 0

ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ୩୫ ତମ ସ୍ୱାୟତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳ ସାଢେ ୫ ଟା ବେଳେ ପରିଷଦ ପକ୍ଷରୁ ସହରରେ ରାମଧୂନ ପ୍ରଚାର କରାଯାଇଥିବା […]

ଦୀପକ ନାୟକ ସିଂହଗାଁ ପଞ୍ଚାୟତ କଂଗ୍ରେସ ସଭାପତି ନିର୍ବାଚିତ

31 August 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ କଂଗ୍ରେସର ଏକ ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସିଂହଗାଁ ପଞ୍ଚାୟତର କଂଗ୍ରେସ କମିଟିର ପୁର୍ନଗଠନ କରାଯାଇ ଦୀପକ […]

ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଚାଲି ଗଲା ଆଉ ଜଣଙ୍କ ଜୀବନ

31 August 2023 anwesan.live 0

ପୁଣି ମଣିଷ ଖିଆ କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି । ବ୍ରାହ୍ମଣୀ ନଦୀରେ ଧୋଇ ହେଉଥିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଘଟିଛି ଏହି […]

ପୁଣି କୁମ୍ଭୀର ମୁହଁରେ ଗଲା ଆଉ ଜଣଙ୍କ ଜୀବନ

31 August 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମର ଭାସ୍କର ରାଉତ (୬୦)ଙ୍କୁ କୁମ୍ଭୀର ଝାମ୍ପି ନେଇ ଥିବା ସୁଚନା ମିଳିଛି।ନଦୀ କୂଳରେ ମଇଁଷି ଚରାଉଥିବ ବେଳେ ଟାଣିନେଇଥିବା ଜଣାପଡିଛି।

କେରଳ ଓ ତାମିଲନାଡ଼ୁରୁ ଆସୁଛି ବସ୍‌,ବାହାର ରାଜ୍ୟମୁହାଁ ହେଲେଣି ପଟ୍ଟାମୁଣ୍ଡାଇ ଶ୍ରମିକ

31 August 2023 anwesan.live 0

ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଏବେ କାମଧନ୍ଦା ଅଭାବରୁ ପ୍ରତିଦିନ ଶ୍ରମିକ ବାହାର ରାଜ୍ୟ ମୁହାଁ ହେବାରେ ଲାଗିଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟରୁ ବସ ଆସି ପଟ୍ଟାମୁଣ୍ଡାଇ, ରାଜନଗର ଅଂଚଳରେ ଡେରା ପକାଇଛନ୍ତି […]

ପଟ୍ଟାମୁଣ୍ଡାଇ ପୌରପରିଷଦରେ ମାରାଥନ ଉଦଘାଟନ କଲେ ବିଧାୟକ

31 August 2023 anwesan.live 0

ପଟ୍ଟାମୁଣ୍ଡାଇ ତା ୩୦.୮-ପଟ୍ଟାମୁଣ୍ଡାଇ ପୌର ପରିଷଦର ବିକାଶ ପାଇଁ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଛନ୍ତି । ଆଜି ପୌର ପରିଷଦ ଦ୍ୱାରା ବିଭିନ୍ନ ୱାର୍ଡରେ ନିର୍ମିତ […]

ଜିଲ୍ଲା ୟୁଥ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

31 August 2023 anwesan.live 0

କେନ୍ଦ୍ରାପଡ଼ା,୩୦ା୮ : କେନ୍ଦ୍ରାପଡା ଜିଲ୍ଲା ୟୁଥ ସ୍ପୋର୍ଟସ, ଆଥଲେଟିକ, ଖୋଖୋ, ଲନବଲ ଓ ହ୍ୟାଣ୍ଡବଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରାତଃରେ କେନ୍ଦ୍ରାପଡା ସରକାରୀ […]

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉ ଗୋମଙ୍ଗଳ ସମିତିରେ ଗୋପୂଜା ଓ ରକ୍ଷା ବନ୍ଧନ

31 August 2023 anwesan.live 0

କେନ୍ଦ୍ରାପଡ଼ା,୩୦ା୮ : ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ଆନୁକୂଲ୍ୟରେ କେନ୍ଦ୍ରାପଡାର ବରପୁତ୍ର ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ପ୍ରଚେଷ୍ଟା ଏବଂ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ଦ୍ୱାରା ପ୍ରତିଷ୍ଠିତ ତଥା ଦୀର୍ଘ ୧୮ବର୍ଷ ଧରି ଚାଲି […]

ନାନକାର ଗୋବିନ୍ଧଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖୋଲାଯିବା ପାଇଁ ଦାବିପତ୍ର ପ୍ରଦାନ

31 August 2023 anwesan.live 0

କେନ୍ଦ୍ରାପଡା, ୩୦ା୮- ଗତକାଲି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ନାନକାର ଗ୍ରାମ କେନାଲ କଡରେ ଥିବା ଗୋବିନ୍ଦଜୀଉପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗତ ଜାନୁୟାରୀ୨୦୨୦ ମସିହା ୧୯ତାରିଖ ଠାରୁ ରାଜ୍ୟ ସରକାରଙ୍କ […]

ବଳଦେବଙ୍କ ଜନ୍ମୋତ୍ସବ ପାଳନ

31 August 2023 anwesan.live 0

କେନ୍ଦ୍ରାପଡା ୩୦/୮- କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଆଜି ପ୍ରାତ କାଳରେ ଜୟମଙ୍ଗଳା ଆଳତୀ, ନିତିସ୍ନାନ କରାଯାଇ ଖେଚୁଡିଧୂପ ଲାଗି କରାଯାଇଥିଲା । […]

ଶ୍ରୀ ବଳଦେବଜୀଉ ଜନ୍ମ ମହୋତ୍ସବ-୨୦୨୩

31 August 2023 anwesan.live 0

କେନ୍ଦ୍ରାପଡା- ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ଶ୍ରୀ ବଳଦେବଜୀଉ ରଥ ଦାଣ୍ଡରେ କେନ୍ଦ୍ରାପଡା ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାଇନାଥ କଳା ପରିଷଦ ଆନୁକୂଲ୍ୟରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହ ଭାଗିତାରେ […]

ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ, ମୌଳିକ ସୁବିଧାରୁ ବଂଚିତ ପୌରାଂଚଳ ବାସୀ

30 August 2023 anwesan.live 0

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ଗୁରୁବାର ୩୫ ତମ ସ୍ୱାୟତ ଶାସନ ଦିବସ ପାଳନ କରିବ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇ ଗତ ୩ ଦିନ ପୁର୍ବରୁ […]

ଇସିଆଇ ଟିମ୍ ଗସ୍ତକୁ ନେଇ ବଢ଼ିଲା ଆଗୁଆ ନିର୍ବାଚନ ଚର୍ଚ୍ଚା

30 August 2023 anwesan.live 0

ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଏକ ଟିମ୍ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ଆସନ୍ତା ସେପ୍େଟମ୍ବର ୧୩ରେ ଓଡ଼ିଶା ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ […]

ନିରାମୟ କେନ୍ଦ୍ରରେ ମିଳୁନି ସବୁ ଔଷଧ , ଧାଡିରେ ଠିଆ ହୋଇ ନିରାଶ ହେଉଛନ୍ତି ରୋଗୀ

30 August 2023 anwesan.live 0

ସରକାରୀ ଡାକ୍ତରଖାନାରେ ନିରାମୟ କେନ୍ଦ୍ର ଖୋଲାଯାଇ ରୋଗୀଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଉଛି । କିନ୍ତୁ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଧରି ନିରାମୟ କେନ୍ଦ୍ର ଆଗରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଛନ୍ତି ରୋଗୀ ଓ ସମ୍ପର୍କୀୟ […]

ରାଜକନିକା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ: ଅର୍ବାନ ଫୁଟବଲ କ୍ଲବ ଚମ୍ପିଆନ

30 August 2023 anwesan.live 0

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ରାଜକନିକା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଚାଲି ଥିବା ପ୍ରଥମ ରାଜକନିକା ପ୍ରିମିୟର ଲିଗ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି । ଉଦଯାପନୀ ଖେଳ ରେ ଅର୍ବାନ ଫୁଟବଲ […]

୧୧ନଂ ୱାର୍ଡ ମିଶନଶକ୍ତି ଗୃହ ଓ ଜଳନିଷ୍କାସନ ପ୍ରକଳ୍ପ , ୧୨ନଂ ୱାର୍ଡରେ ଗୋଷ୍ଠୀ ଶୌଚାଳୟ ଉଦଘାଟନ କଲେ ବିଧାୟକ

30 August 2023 anwesan.live 0

ଆସନ୍ତା ୩୧ ତାରିଖ ସ୍ୱାୟତ ଶାସନ ଦିବସ ପାଳନ ଅବସରରେ ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଇଯାଇଥିବା ବେଳେ ମଙ୍ଗଳବାର ଅପରାହ୍ନରେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ପୌର ପରିଷଦର […]

ମହିଳା ପୋଷ୍ଟମାଷ୍ଟର ବେକରୁ ସୁନା ଚେନ ଲୁଟ, ଥାନାରେ ଏତଲା

30 August 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଷ୍ଟମାଷ୍ଟରଙ୍କ ବେକରୁ ଲୁଟେରାମାନେ ସୁନା ଚେନ ଲୁଟି ନେଇଥିବା ନେଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ପୋଲିସ ଏ ସମ୍ପର୍କରେ ଏକ ମୋକଦମା ରୁଜୁ କରି […]

ଏଥର ଝଲସିବ ମଢିଆଳ ଗଙ୍ଗାଭାଗୀରଥର ଚାନ୍ଦି ମେଢ

30 August 2023 anwesan.live 0

କେନ୍ଦ୍ରାପଡ଼ା,୨୯ା୮: ଏଥର ଆହୁରି ଝଲସିବ କେନ୍ଦ୍ରାପଡା ସହରର ମଢିଆଳସ୍ଥିତ ଗଙ୍ଗାଭାଗୀରଥ ପୂଜା କମିଟି ପକ୍ଷରୁ ପ୍ରସ୍ତୁତ ଚାନ୍ଦି ମେଢ । ନୂଆ ରୂପରେ ଏଥର ଚମକିବ ଗଙ୍ଗାଭାଗୀରଥ ମେଢ । ପୂର୍ବରୁ ଏହି ମେଢର […]

ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର ଜିଲ୍ଲାପାଳଙ୍କୁ ଦାବିପତ୍ର

29 August 2023 anwesan.live 0

କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲା କଳା ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ବିଭିନ୍ନ ଦାବିପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପରିଷଦର ସଭାପତି ସୁବ୍ରତ କୁମାର ରାଉତଙ୍କ ନେତୃତ୍ୱରେ […]

ଜାତୀୟ କ୍ରୀଡ଼ା ଦିବସ-୨୦୨୩,ଧ୍ୟାନଚାନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ କ୍ରୀଡ଼ାବିତ୍‌: ଅତିରିକ୍ତ ଜିଲ୍ଲାପାଳ

29 August 2023 anwesan.live 0

କେନ୍ଦ୍ରାପଡ଼ା, ତା୨୯/୦୮: କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡ଼ା ବିଭାଗ ଓ ହକି ଆସୋସିଏସନ୍ ମିଳିତ ଆନୁକୂଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୩ ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଦିବସରେ ମୁଖ୍ୟ […]

ଶରଣାର୍ଥୀମାନଙ୍କୁ ଥଇଥାନ ଦାବିରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ

29 August 2023 anwesan.live 0

କେନ୍ଦ୍ରାପଡା, ୨୮/୮- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାମନଗର, ଖରିନାସୀ, ବତୀଘର ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ୧୯୫୦ ମସିହାରୁ ସେଠାରେ ବସବାସ କରିଆସୁଛନ୍ତି । କେନ୍ଦ୍ରାପଡାରେ ଏକ ସମ୍ବାଦିକ ସମ୍ମିଳନୀରେ ସେମାନେ ସୂଚନା ଦେଇଥିଲେ ଯେ […]

ବିଜେଡି ବ୍ଲକ ସଭାପତିରୁ ହଟିଲେ ଅଶୋକ; ନିରଞ୍ଜନଙ୍କୁ ମିଳିଲା ଦାୟିତ

29 August 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡି ସଭାପତି ପଦରୁ ଅଶୋକକୁମାର ପ୍ରତିହାରୀଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବ୍ଲକ ବିଜେଡି ଉପସଭାପତି ଥିବା ନିରଂଜନ ରାଉତଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । […]

ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ମହୋତ୍ସବ

29 August 2023 anwesan.live 0

କେନ୍ଦ୍ରାପଡା ୨୮/୮- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଂଙ୍ଗୀତ ମୁର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ଉତ୍ସବ ବଲାଙ୍ଗିର ଜିଲ୍ଲାର ଟାଉନ ସରକାରୀ ଉଚ୍ଚ […]

ପଡୋଶୀ ନାଲିବତୀ ଗାଡିରୁ ବଟିକା ଖାଇ ଫେରିଛନ୍ତି ରାଜନଗର ନେତା , ବିଧାୟକ ଟିକେଟ ଆଶାରେ ନେତା ଓ କର୍ମୀ

28 August 2023 anwesan.live 0

କେନ୍ଦ୍ରାପଡା,୨୮ା୮; ବଦଳିବ କି ରାଜନଗରର ରାଜନୈତିକ ଚିତ୍ର । ଶାସକ ଦଳରେ ଗୋଷ୍ଠୀ କନ୍ଦଳ ସାମାଜିକ ଗଣମାଧ୍ୟମରେ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଥିବା କଥାକଟାକଟି ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । […]