ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନ ସତର୍କ

31 August 2024 anwesan.live 0

କେନ୍ଦ୍ରାପଡ଼ା, ୩୧ା୮: ବାର୍ଡ ଫ୍ଲୁ ପ୍ରତିରୋଧ କରିବାକୁ ଜିଲ୍ଲା ପ୍ରଶାସନର ସତର୍କତା ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି। ସୂଚନା ଯୋଗ୍ୟଯେ ବାର୍ଡ ଫ୍ଲୁ […]

କେନ୍ଦ୍ରାପଡାରେ ସ୍ୱାୟତ୍ତଶାସନ ଦିବସ ପାଳିତ

31 August 2024 anwesan.live 0

କେନ୍ଦ୍ରାପଡ଼ା,୩୧ା୮: କେନ୍ଦ୍ରାପଡ଼ା ପୌରପରିଷଦ ପକ୍ଷରୁ ଆଜି ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ରାମଧୂନ ଓ ପ୍ରଭାତଫେରି କରାଯାଇଥିଲା। ଏଥିସହିତ ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ […]

ପଟ୍ଟାମୁଣ୍ଡାଇ ପୌରପରିଷଦରେ ସ୍ୱାୟତଶାସନ ଦିବସ ପାଳିତ

31 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦରେ ୩୬ ତମ ସ୍ୱାୟତ ଶାସନ ଦିବସ ପୌରଅଧ୍ୟକ୍ଷ ହେମନ୍ତ ସାହୁଙ୍କ ନେତୃତ୍ୱରେ ମ୍ୟୁନିସପାଲଟି ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଶନିବାର ପାଳିତ ହୋଇଯାଇଛି। ସକାଳେ ପ୍ରଥମ ଅଧିବେଶନରେ ପ୍ରାତଃ ସମୟରେ […]

ଜଳବନ୍ଦିରୁ କେବେ ମୁକୁଳିବ ପଟ୍ଟାମୁଣ୍ଡାଇ ପୌରାଂଚଳ : ଅସରାଏ ବର୍ଷାରେ ଯୁଆଡ଼େ ଚାହିଁବ ସିଆଡ଼େ ପାଣି

31 August 2024 anwesan.live 0

ପଟ୍ଟାମୁଣ୍ଡାଇ,୨୯/୮- କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ। ବିଭିନ୍ନ ଜାଗା ରାସ୍ତା ଉପରେ ଅସରାଏ ବର୍ଷା ହେଲେ ବୁଡ଼ି ଯାଉ ଜମି ରହୁଛି ପାଣି। କେତେକ ଜାଗାରେ ଜଳବନ୍ଦି ସମସ୍ୟା ସୃଷ୍ଟି ହେଉଛି । ବର୍ଷା […]

କେନ୍ଦ୍ରାପଡ଼ା ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାତରୁ ଗଳୁଛି ପାଣି

31 August 2024 anwesan.live 0

କେନ୍ଦ୍ରାପଡ଼ା,୩୦/୮: କେନ୍ଦ୍ରାପଡ଼ା ବିଦ୍ୟୁତ ବିଭାଗ ମୁଖ୍ୟ କାର୍ଯ୍ୟଳୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଛାତରୁ ବୋହୁଛି ପାଣି । ବିଦ୍ୟୁତ ବିଭାଗ ଗୃହ ନିର୍ମାଣ କାର୍ଯ୍ୟକ୍ରମ ଦୁର୍ନୀତିର ଶେଷ ସୀମା ଟପିଯାଇଛି । ଛାତରୁ ପାଣି […]

‘ଶିଶୁଙ୍କ ପାଇଁ ଦିନଟିଏ’ କେନ୍ଦ୍ରାପଡ଼ା ଜିଲ୍ଲାରେ ପାଳିତ

31 August 2024 anwesan.live 0

କେନ୍ଦ୍ରାପଡ଼ା, ୩୦ା୮:ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ମତେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ଶିଶୁମାନଙ୍କ ସମସ୍ୟା ବୁଝିବାକୁ “ଶିଶୁଙ୍କ ପାଇଁ ଦିନଟିଏ” ପ୍ରତି ତ୍ରୈମାସିକରେ କରିବାକୁ […]

ପଟ୍ଟାମୁଣ୍ଡାଇ ଏସ୍ ବି ଆଇ ପକ୍ଷରୁ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

30 August 2024 anwesan.live 0

ପଟ୍ଟାମୁଣ୍ଡାଇ ତା ୩୦/୯-ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ଵ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ପରିବେଶ ସୁରକ୍ଷାର ବାର୍ତ୍ତା ଦବା ପାଇଁ ବିଶ୍ବ ପରିବେଶ ପକ୍ଷ ପାଳନ ଅବସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପଟ୍ଟାମୁଣ୍ଡାଇ […]

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ୬୦ତମ ପୂର୍ତ୍ତି ପ୍ରତିଷ୍ଠା ଦିବସ

30 August 2024 anwesan.live 0

ପଟ୍ଟାମୁଣ୍ଡାଇ ତା ୨୯/୮-ବିଶ୍ୱ ହିନ୍ଦୁ ପରିଷଦ,ବଜରଙ୍ଗ ଦଳ ପଟ୍ଟାମୁଣ୍ଡାଇ ପ୍ରଖଣ୍ଡ ପକ୍ଷରୁ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ,ନନ୍ଦ ଉତ୍ସବ ଓ ଚୀର ଅମର ବେଦାନ୍ତ କେଶରୀ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ବତୀଙ୍କ ବଳିଦାନ ଦିବସ ସମାରୋହରେ ପାଳିତ […]

ଦାମୋଦରପାଟଣାରେ ନନ୍ଦ ଉତ୍ସବ

30 August 2024 anwesan.live 0

ପଟ୍ଟାମୁଣ୍ଡାଇ ତା ୨୯/୮- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତ ଦାମୋଦରପାଟଣା ଗ୍ରାମରେ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଉପଲକ୍ଷେ କୈଳାସ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ […]

କୃଷକନେତାଙ୍କ ସ୍ମୃତି ସଭା ଓ ଭଜନ ସମାରୋହ

30 August 2024 anwesan.live 0

ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡଗରା ଗ୍ରାମର ବିଶିଷ୍ଟ କୃଷକନେତା ରାଜକିଶୋର ପ୍ରଧାନଙ୍କ ବଜ୍ରାଘାତରେ ଅକାଳ ବିୟୋଗ ପରେ ତାଙ୍କ ଏକାଦଶାହରେ ସ୍ମୃତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଯୁବସମାଜସେବୀ ନଳିନୀକାନ୍ତ […]

ବିଦ୍ୟୁତ ଉପଭୋକ୍ତା ଶୋଷଣ ବିରୋଧରେ ଜନଶକ୍ତି ପାର୍ଟିର ଟାଟା ହଟାଓ ଅଭିଯାନ

30 August 2024 anwesan.live 0

ପଟ୍ଟାମୁଣ୍ଡାଇ ୨୯/ -ଓଡିଶାର ଜନସାଧାରଣଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଦ୍ୟୁତ ସଂସ୍କାର ନାଁ ରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବହୁ […]

ବଗଡା ହାଇସ୍କୁଲରେ ଜାତୀୟ କ୍ରୀଡା ଦିବସ ପାଳିତ

29 August 2024 anwesan.live 0

କେନ୍ଦ୍ରାପଡ଼ା, ୨୯ା୮ : ଜାତୀୟ କ୍ରୀଡା ଦିବସ ଉପଲକ୍ଷେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ସିଦ୍ଧ ମରିଚାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା ଶିକ୍ଷକ ଉମାକାନ୍ତ କରଙ୍କ ତତ୍ୱାବଧାନରେ […]

ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ସ୍ୱାଗତ ଉତ୍ସବ

29 August 2024 anwesan.live 0

କେନ୍ଦ୍ରାପଡ଼ା,୨୯ା୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚଉଦକୁଲାଟ ତମାଳଶାସନସ୍ଥିତ ଦଧିବାମନଜୀଉ ସଂସ୍କୃତ ମହାବିଦ୍ୟାଳୟରେ ନୂତନ ଶିକ୍ଷାବର୍ଷର ନବାଗତ ଯୁକ୍ତଦୁଇ ଓ ଯୁକ୍ତତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବାକୁ ମହାବିଦ୍ୟାଳୟ ପରିସରରେ ଏକ ସ୍ୱାଗତ ଉତ୍ସବ […]

ରାଜକନିକା ବ୍ଲକରେ ଫର୍ଜରୀ ବିଲ୍ କରି ସରକାରୀ ଅର୍ଥ ଆତ୍ମସାତ୍ : କାର୍ଯ୍ୟାନୁଷ୍ଠାନ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣା

29 August 2024 anwesan.live 0

କେନ୍ଦ୍ରାପଡ଼ା, ୨୯ା୮: କେନ୍ଦ୍ରାପଡା ଜିଲ୍ଲାର ରାଜକିନିକା ବ୍ଲକରେ ଫର୍ଜରୀ ବିଲ୍ କରାଯାଇ ସରକାରୀ ଅର୍ଥ ଆତ୍ମସାତ୍ କରାଯାଇଥିବାରୁ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦିବାରାତ୍ର ଧାରଣାରେ ବସିଛନ୍ତି ସୂଚନା […]

କେନ୍ଦ୍ରାପଡାରେ ୨୨ଘଣ୍ଟା ବିଦ୍ୟୁତ୍ ବିଭ୍ରାଟ : ଜନସ୍ୱାସ୍ଥ୍ୟ ବିଭାଗ ବିଫଳ, ପମ୍ପ ହାଉସ୍ ଜେନେରେଟର ଅଚଳ , ପାନୀୟ ଜଳ ବିନା ସହର ଓ ସହରତଳି ଅଞ୍ଚଳବାସୀ ହନ୍ତସନ୍ତ

29 August 2024 anwesan.live 0

କେନ୍ଦ୍ରାପଡ଼ା,୨୯ା୮: ଟିପିସିଓଡିଏଲ୍‌ର ବିଫଳତା ପାଇଁ ୨୨ଘଣ୍ଟା ବିଦ୍ୟୁତ୍ ସରବରାହ ବିଛିନ୍ନ ରହିିଲା । ପାଣି ପମ୍ପହାଉସ୍ ଜେନେରେଟର ଅଚଳ ଥିବାରୁ କେନ୍ଦ୍ରାପଡା ସହରବାସୀ ପାନୀୟଜଳ ପାଇଁ ହନ୍ତସନ୍ତ ହେଲେ । କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ […]

ଗୁଲନଗର ଗ୍ରାମ ପଞ୍ଚାୟତରେ ଡ୍ରେନେଜ ବ୍ୟବସ୍ତା ନଥିବାରୁ ଗାଁ ଦାଣ୍ଡରେ ବର୍ଷାପାଣି ଜମି ରାସ୍ତା ସମ୍ପୂର୍ଣ ଭାବେ ବେହାଲ

29 August 2024 anwesan.live 0

କେନ୍ଦ୍ରାପଡ଼ା,୨୯/୮: କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମ ପଞ୍ଚାୟତ ରାସ୍ତା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ଓ ଗଳି ଗଳିରେ ପଚା ପାଣି ଜମିରହିଛି । ସେହି ପାଣିରୁ ଜନ୍ମ ନେଉଛନ୍ତି ମଶା ଆଉ […]

କେନ୍ଦ୍ରାପଡାରେ ଜାତୀୟ କ୍ରୀଡାଦିବସ ପାଳିତ

29 August 2024 anwesan.live 0

କେନ୍ଦ୍ରାପଡା,ତା.୨୯.୦୮- ଭାରତର କିମ୍ବଦନ୍ତୀ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ସ୍ମୃତିରେ ପ୍ରତି ବର୍ଷ ଅଗଷ୍ଟ ୨୯ ତାରିଖରେ ପାଳିତ ହୁଏ ଜାତୀୟ କ୍ରୀଡ଼ା ଦିବସ । ଏହି ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲା […]

ସ୍ୱାୟତ ଶାସନ ଦିବସ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ

29 August 2024 anwesan.live 0

କେନ୍ଦ୍ରାପଡ଼ା, ୨୯ା୮: ସ୍ୱାୟତ ଶାସନ ଦିବସଆସନ୍ତା ୩୧ତାରିଖରେ କେନ୍ଦ୍ରାପଡ଼ା ପୌରପରିଷଦ ଟାଉନ ହଲଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେପୌରପରିଷଦ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କମଧ୍ୟରେକେନ୍ଦ୍ରାପଡ଼ା ଟାଉନ ହଲଠାରେ ଗତ ୨୬ […]

ବିଧାନସଭାରେ ଉଠିଲା ପଟ୍ଟାମୁଣ୍ଡାଇ ସବଡିଭିଜନ ପ୍ରସଙ୍ଗ : ଉପଯୁକ୍ତ ସମୟରେ ପଦକ୍ଷେପ ନିଆଯିବ , ରାଜସ୍ୱ ମନ୍ତ୍ରୀ

29 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇକୁ ୧୯୫୧ରେ ନିର୍ବାଚନ ମଣ୍ଡଳୀ ଘୋଷଣା ହୋଇଥିବା ବେଳେ ପରବର୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସୀମାପୁନଃ ନିର୍ଧାରଣରେ ଓଡିଶାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପଟ୍ଟାମୁଣ୍ଡାଇ( ସଂ ) ନିର୍ବାଚନ […]

କ୍ରୀଡା ଦିବସ ଏକ ଉତ୍ସବ ନୁହେଁ କ୍ରୀଡା ଆମ ଜୀବନକୁ ସମୃଦ୍ଧ କରେ : ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

29 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ମଣ୍ଡଳ ଅନ୍ତର୍ଗତ ନିମପୁର ଶାସନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ତପନ କୁମାର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ […]

କଳିଙ୍ଗ ନବ ଦିଗନ୍ତ ସଂଗଠନ ପକ୍ଷରୁ ବଜ୍ରଘାତରେ ମୃତ ପରିବାରଙ୍କୁ ସହାୟତା

29 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଶିଆ ପଂଚାୟତ ବାସୁଦେବପୁର ଗ୍ରାମର ବିଜୟ ମିଲକ ଚାଷ କାମ କରୁଥିବା ବେଳେ ଗତ ୧୮ ଦିନ ଆକସ୍ମିକ ଭାବେ ବଜ୍ରପାତ ଘଟି ତାଙ୍କର ମୃତ୍ୟୁ ଘଟିଥିବା […]

ବିପଦ ସଂକୁଳ ଘରେ ଅଇନପଡା ଆର ଆଇ ଅଫିସ, ପୁନଃରୁଦ୍ଧାର ପାଇଁ ସରପଂଚଙ୍କ ନିବେଦନ

28 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଇନପଡା ଆର ଆଇ ଅଫିସ ଗୃହ ୧୯୬୦ ମସିହାରେ ନିର୍ମାଣ କରାଯାଇଥିଲା । ଏକ ଆଜବେଷ୍ଟସ ଘରେ କୌଣସିମତେ ଆର ଆଇ ଅଫିସ ଚାଲିଛି […]

 ପଟ୍ଟାମୁଣ୍ଡାଇ କଲେଜ ରୋଡ଼ରେ ଫେବର ଦବି ଯାତାୟତରେ ବାଧା ,ଆକ୍ସିସ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ବର୍ଷାଜଳ ସୁଅ ଛୁଟୁଛି     

28 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳରେ ଜଳନିଷ୍କାସନ ବ୍ୟବସ୍ଥା ପଙ୍ଗୁ ହୋଇଯାଇଛି । ଅସ ରାଏ ବର୍ଷା ହେଲେ ସହର ବିଭିନ୍ନ ସ୍ଥାନରେ ବର୍ଷା ଜଳ ସୁଅ ଛୁଟୁଛି । ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲ […]

ଦିର୍ଘଦିନ ହେଲା ବଡପଡା ସରପଂଚଙ୍କ ଦେହାନ୍ତ , ପଂଚାୟତ ଉପ ନିର୍ବାଚନ ବିଳମ୍ବ

28 August 2024 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତର ସରପଂଚଙ୍କ ଦିର୍ଘଦିନ ହେବ ଦେହାନ୍ତ ପରେ ମଧ୍ୟ ଉପନିର୍ବାଚନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନନେବାରୁ ପଂଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । […]