ଗହ୍ମା ପୂର୍ଣ୍ଣିମାରେ ସରୋଜିନୀ ପରିଡାଙ୍କ ଶ୍ରାଦ୍ଧୋତ୍ସବ

21 August 2024 anwesan.live 0

କେନ୍ଦ୍ରାପଡା,୨୦/୮: ପବିତ୍ର ଗହ୍ମା ପୂର୍ଣ୍ଣିମାରେ ବାରୁଅସ୍ଥିତ ଅଗ୍ରଣୀ ସାସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ ଏବଂ ଜିଲ୍ଲାର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ଭାବଗ୍ରାହୀର ମିଳିତ ଆନୁକୂଲ୍ୟରେ ଚିରସବୁଜ ଅକ୍ଷୟ ମହାନ୍ତି କକ୍ଷରେ […]

ଶ୍ରୀରାମ ଚରିତ ମାନସ ପାରାୟଣ ଓ ଭଜନ ସମାରୋହ ଅନୁଷ୍ଠିତ

21 August 2024 anwesan.live 0

କେନ୍ଦ୍ରାପଡା,୨୦/୮: ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ବିଶିଷ୍ଟ ପ୍ରବକ୍ତା ତଥା ଶିକ୍ଷାବିତ୍ ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କ ଗୃହାଙ୍ଗନରେ ଥିବା ଶ୍ରୀରାମ ମନ୍ଦିରରେ ପବିତ୍ର ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ […]

ମୟୀୟସୀ ସରୋଜିନୀ ସାମଲଙ୍କ ଶ୍ରାଦ୍ଧବାର୍ଷିକୀରେ ଭିନ୍ନକ୍ଷମ ସମ୍ବର୍ଦ୍ଧିତ

20 August 2024 anwesan.live 0

ପଟ୍ଟାମୁଣ୍ଡାଇ ତା ୨୦/୮ -ପଟ୍ଟାମୁଣ୍ଡାଇ ବ୍ଲକ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବିଶିଷ୍ଟ ସମାଜସେବୀ ବରାହ ଚରଣ ସାମଲ (କାଁହୁ )ଙ୍କ ଧର୍ମପତ୍ନୀ ମୟୀୟସୀ ମହିଳା ସରୋଜିନୀ ସାମଲଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ […]

ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ତାଲିମ ଶିବିର ଉଦଯାପିତ

20 August 2024 anwesan.live 0

ପଟ୍ଟାମୁଣ୍ଡାଇ ତା ୨୦/୮ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପଂଚାୟତ ପ୍ରତିନିଧିମାନଙ୍କୁ ଉପଯୁକ୍ତ ଭାବେ ତାଲିମ କରିବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକରେ ୱାର୍ଡ ସଭ୍ୟ ମାନଙ୍କୁ ନେଇ ଏକ ତାଲିମ ଶିବିର ଗତ […]

ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ

20 August 2024 anwesan.live 0

ପଟ୍ଟାମୁଣ୍ଡାଇ ୨୦/୮-ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୯୧ତମ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବରିଷ୍ଠ କଂଗ୍ରେସ ନେତା ରମାକାନ୍ତ ଦାଶଙ୍କ ପୌରହିତ୍ୟରେ ଆୟୋଜିତ […]

କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ

19 August 2024 anwesan.live 0

କେନ୍ଦ୍ରାପଡ଼ା,୧୯ା୮: କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆରଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ଜନ୍ମୋତ୍ସବ ସୋମବାର ପାଳିତ ହୋଇଯାଇଛି। ଶ୍ରୀଜୀଉଙ୍କ ଜନ୍ମୋତ୍ସବ ଅବସରରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ବୋଲି […]

କେନାଲ ବନ୍ଧ -କଚେରୀଡିହ ରାସ୍ତା ବିଛିନ୍ନ ଶହ ଶହ ଲୋକ ହିନସ୍ତା

19 August 2024 anwesan.live 0

କେନ୍ଦ୍ରାପଡ଼ା,୧୯ା୮ : କାକଟ- ଦାନପୁର କେନାଲ ବନ୍ଧ ରାସ୍ତାରୁ ଚକ୍ରୋଡା ଗ୍ରାମପଞ୍ଚାୟତର କଚେରିଡିହ ରାସ୍ତାଟି ୧୫ଦିନ ହେବ ବିଛିନ୍ନ ହୋଇପଡିଛି। ଫଳରେ ସେହି ରାସ୍ତାଦେଇ କଚେରିଡିହ ବଟେଶ୍ୱର ମହାଦେବଙ୍କ ମନ୍ଦିରକୁ ଦୈନିକ ଯାଉଥିବା ଶହ […]

ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତାଙ୍କୁ ସହାୟତା

19 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଳକ ଚନ୍ଦ୍‌ନନଗର ପଂଚାୟତ ଗୋପ୍ତିରା ଗ୍ରାମର ଦିନ ଦରିଦ୍ର ସରସ୍ୱତୀ ବାୟୀ ଗତ ଦୁଇ ବର୍ଷ ହେବ ରକ୍ତ କର୍କଟ ରୋଗରେ ରୋଗାକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। ମୁଣ୍ଡ […]

ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ବରପୁତ୍ରଙ୍କୁ ଅସମ୍ମାନ

19 August 2024 anwesan.live 0

କେନ୍ଦ୍ରାପଡ଼ା,୧୯ା୮ : ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଭଳି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। କିନ୍ତୁ କିଛିଦିନ ପରେ […]

ପୁରୁଷୋତ୍ତମପୁର ଗ୍ରାମରେ ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ

19 August 2024 anwesan.live 0

କେନ୍ଦ୍ରାପଡା ଅଫିସ ,୧୯/୮: କେନ୍ଦ୍ରାପଡା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପୁରୁଷୋତ୍ତମପୁର ଗ୍ରାମସ୍ଥିତ ଶ୍ରୀ ରାମ ମନ୍ଦିରରେ ଚଳିତମାସ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଶ୍ରୀ ରାମଚରିତ ମାନସ ଓ ନବାହ୍ନ ପାରାୟଣ ସୋମବାର […]

ନିରପେକ୍ଷ ଖବର ସାମ୍ବାଦିକକୁ ଗଣତନ୍ତ୍ରରେ ବିଶ୍ୱାସଭାଜନ କରେ , ଏସୟୁଜେର ପ୍ରାନ୍ତୀୟ ସମାବେଶରେ ଆଲୋଚନା

19 August 2024 anwesan.live 0

କେନ୍ଦ୍ରାପଡା, ୧୯ା୮ – ରାଜ୍ୟ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଶାଖା ପକ୍ଷରୁ ଏକ ପ୍ରାନ୍ତିୟ ସମାବେଶ ଓ ଆଲୋଚନା ଚକ୍ର ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି କୈଳାଶ […]

ବଜ୍ରପାତରେ ମୃତ ପରିବାରକୁ ଭେଟିଲେ ସହାୟତା କଲେ ବିଧାୟକ

19 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଗତକାଲି ବ୍ରଜପାତରେ ମୃତ୍ୟୁବରଣ କରିଥିବା ଚାଷୀ ବିଜୟ ମଳିକଙ୍କ ପରିବାରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ଭେଟି ସମବେଦନା ଜ୍ଞାପନ କରିବା […]

ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୩ ବଖରା ଚାଳଘର

19 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତହସିଲ ବଡପାଳ ଆରଆଇ ସର୍କଲ ଅଧିନ ଓଉପଦା ପଂଚାୟତ କଜଳବନ୍ଧ ଗାଁର ସୁଶାନ୍ତ କୁଣ୍ଡଙ୍କ ଘରେ ସୋମବାର ସଂନ୍ଧ୍ୟା ୭ଟାରେ ଅଗ୍ନିକାଣ୍ଡ ଘଟି ୩ ବଖରା ଚାଳଘର ପୋଡ଼ି ପାଉଁଶ […]

ବଜ୍ରାଘାତରେ ମନ୍ଦିରରୁ ଖସିଲା ପଥର , ବିପଦଶଙ୍କୁଳ ସ୍ଥିତିରେ ମନ୍ଦିର

19 August 2024 anwesan.live 0

କେନ୍ଦ୍ରାପଡା,୧୯/୮: ବଜ୍ରାଘାତରେ କେନ୍ଦ୍ରାପଡା ସହରସ୍ଥ ଏକ ପ୍ରାଚୀନ ମନ୍ଦିର ଶ୍ରୀ ଗୋପୀନାଥଜୀଉ ବିନୋଦବିହାରୀ ମନ୍ଦିରରୁ ୧୨ଟି ପଥର ଖସିପଡି ବିପଦ ସୃଷ୍ଟି କରିଛି । ସୋମବାର  ପ୍ରାୟ ସନ୍ଧ୍ୟା ୬ଟା ୪୫ମିନିଟ ସମୟରେ ବଜ୍ରପାତ […]

ଶ୍ରୀବଳଦେବଜୀଉଙ୍କୁ ଲାଗି ହେବା ପାଇଁ ଆସିଲା ଏକଲକ୍ଷ ତୁଳସୀ

19 August 2024 anwesan.live 0

କେନ୍ଦ୍ରାପଡ଼ା,୧୮ା୮ : କେନ୍ଦ୍ରାପଡ଼ାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କୁ ଲାଗି ହେବା ପାଇଁ ଏକଲକ୍ଷ ତୁଳସୀ ଆସି ଇଛାପୁରସ୍ଥିତ ଶ୍ରୀଜୀଉଙ୍କ ମନ୍ଦିରରେ ପହଞ୍ଚିଛି। ଏହି ତୁଳସୀ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଗୟାସପୁରର ବିଣାପାଣୀ […]

ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ , ୨ ଚାଷୀ ମୃତ

19 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ବିଭିନ୍ନ ସ୍ଥାନରେ ରବିବାର ବଜ୍ରାଘାତ ହୋଇଛି। ଏଥିରେ ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଦୋଷିଆ ପଂଚାୟତ ବାସୁଦେବପୁର ଗାଁର ବିଜୟ ମଳିକ(୪୯) ଅନ୍ୟଜଣେ ଚାଷୀ […]

ରାଜ୍ୟସ୍ତରୀୟ ପଦକ ପାଇଲେ କେନ୍ଦ୍ରାପଡା ପୁଅ ଅବିର ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ

18 August 2024 anwesan.live 0

କେନ୍ଦ୍ରାପଡ଼ା,୧୮ା୮: ରାଜଧାନୀରେ ରାଜ୍ୟସ୍ତରୀୟ ପଦକ ପାଇଛନ୍ତି କେନ୍ଦ୍ରାପଡ଼ାର ପୁଅ ସେକ୍ ଅବିର। କେନ୍ଦ୍ରାପଡ଼ା ପୌରାଞ୍ଚଳର ୧୧ ନଂ. ୱାର୍ଡ ଖଡିଅଙ୍ଗ ଗ୍ରାମର ପୁଅ ଅବିର ପେଶାରେ ଜଣେ ହାବିଲଦାର। ସେ ୧୯୮୮ ମସିହାରୁ ଭୁବନେଶ୍ୱର […]

କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତଙ୍କୁ ନୂଆ ଦାୟିତ୍ୱ ,ବିଭିନ୍ନ ମହଲରୁ ଶୁଭେଚ୍ଛା

18 August 2024 anwesan.live 0

ପଟ୍ଟାମୁଣ୍ଡାଇ ୧୭/୮ -ଭାଜପା କେନ୍ଦ୍ରାପଡା ଲୋକସଭା ସଦସ୍ୟ ବୈଜୟନ୍ତ ପଣ୍ଡାଙ୍କୁ ସଂସଦର ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଳିଛି । ଏମ୍‌ପି ବୈଜୟନ୍ତଙ୍କ ଉପରେ ଆସ୍ଥା ପ୍ରକଟ କରି ଲୋକସଭା ବାଚସ୍ପତି […]

ଚିକିତ୍ସାରେ ଅର୍ଥ ବାଧକ, ସହାୟତା ଲୋଡ଼ିଲେ କର୍କଟ ଆକ୍ରାନ୍ତ

17 August 2024 anwesan.live 0

କେନ୍ଦ୍ରାପଡା – ଜୀବନରେ ଦୁଃଖ କେତେବେଳେ ଆସେ କାହାକୁ ବି ଜଣାନଥାଏ । ଆଉ ଚିକିତ୍ସାରେ ଯେବେ ଅର୍ଥ ବାଧକ ସାଜେ ସେତେବେଳେ ଦୁଃଖ ଆହୁରି ବଢିଯାଏ । ଆଜକୁ ପାଖାପାଖି ୨ ବର୍ଷ […]

କେନ୍ଦ୍ରାପଡା କଲେଜକୁ ସରକାରୀ ମାନ୍ୟତା ଦାବି

17 August 2024 anwesan.live 0

କେନ୍ଦ୍ରାପଡା,୧୭ା୮ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ରାପଡା […]

ଭେଙ୍କଟେଶ୍ୱର ସ୍କୁଲ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ, ପରିବେଶ ସୁରକ୍ଷା ନିଶା ବର୍ଜନ ବାର୍ତା

17 August 2024 anwesan.live 0

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଥିବା ଶିକ୍ଷାନୁଷ୍ଠାନ ଭେଙ୍କଟେଶ୍ୱର ଇଂଲିଶ ମିଡିୟମ ସ୍କୁଲ ପକ୍ଷରୁ ନିର୍ଦେଶକ ଆଡ଼ଭୋକେଟ ସଞ୍ଜୟ କୁମାର ସାହୁଙ୍କ ନେତୃତ୍ୱରେ ଶିକ୍ଷୟତ୍ରୀ ତପସ୍ୱିନୀ ପ୍ରଧାନ, ସୌମ୍ୟା ପ୍ରିୟଦର୍ଶନୀ ଲେଙ୍କା ଜ୍ୟୋତ୍ସ୍ନାବାଳା,ସ୍ଵାତିପ୍ରଭା ଜେନା […]

ମାଇଁ ଏନସିସି ଆଲୁମିନି ଆସୋସିଏସନ ପକ୍ଷରୁ ହର ଘର ଏକ ପୈାଦ୍ଧା

17 August 2024 anwesan.live 0

କେନ୍ଦ୍ରାପଡା,୧୭ା୮: ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଅନସ୍ୱୀକାର୍ଯ୍ୟ। ବୃକ୍ଷ ପ୍ରାଣୀ ଜଗତର ପରମବନ୍ଧୁ। ପ୍ରାଣୀ ଓ ଉଭିଦ୍ଦ ନିର୍ଭରଶୀଳ। ତେଣୁ ବୃକ୍ଷଲତା ବିନା ପ୍ରାଣୀଜଗତ ତିଷ୍ଠି ରହିବା ଅସମ୍ଭବ। ବର୍ତ୍ତମାନର […]

ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ତାର, ଦୂର୍ଘଟଣା ଘଟିବାର ଆଶଙ୍କା

17 August 2024 anwesan.live 0

କେନ୍ଦ୍ରାପଡା,୧୭ା୮: କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ବନ୍ଧକଟା ପଞ୍ଚାୟତର ମୁଷାଡିହା ଗ୍ରାମର ଦିଲ୍ଲିପ ଦାଶଙ୍କ ଘର ପାଖରୁ ଗ୍ରାମ ଭିତରକୁ ଯାଇଥିବା ଏଲଟି ଲାଇନ ବିଦ୍ୟୁତ ତାର ଉପରେ ଏକ ବାଉଁଶ ବୁଦା […]

କୋଲକତାରେ ଡାକ୍ତରାଣୀଙ୍କୁ ବଳତ୍କାର ପରେ ହତ୍ୟା ଘଟଣା , କେନ୍ଦ୍ରାପଡ଼ାରେ କଳାବ୍ୟାଜ ପିନ୍ଧି ପ୍ରତିବାଦ

17 August 2024 anwesan.live 0

କେନ୍ଦ୍ରାପଡ଼ା,୧୭ା୮:କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳତ୍କାର ଓ ହତ୍ୟା ଘଟଣା ଏବେ ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଡାକ୍ତରଙ୍କ ସୁରକ୍ଷା ନେଇ କେନ୍ଦ୍ରାପଡ଼ା […]