ଅଳିଆ ଆବର୍ଜ୍ଜନା ଓ ପଚା ପାଣି ଯୋଗୁଁ ମଶା ବଂଶ ବୃଦ୍ଧି, ରୋଗ ବ୍ୟାପିବା ଆଶଙ୍କା

18 July 2023 anwesan.live 0

କେନ୍ଦ୍ରାପଡ଼ା,୧୭ା୭: କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୨୧ନମ୍ବର ୱାର୍ଡ ସଂଲଗ୍ନ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ଶୁକଦେବ ଏନକ୍ଲାଭ ପାଶ୍ୱର୍ ତଥା କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାର ଅପରପାଶ୍ୱର୍ରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇ ରହିବା […]

କେନ୍ଦ୍ରାପଡା ଜିଲ୍ଲା ମିଳିତ ଟ୍ରେଡ୍ ୟୁନିୟନ ସମନ୍ୱୟ ସମିତିର ବୈଠକ

18 July 2023 anwesan.live 0

କେନ୍ଦ୍ରାପଡ଼ା, ୧୭ା୭: ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ କେନ୍ଦ୍ରାପଡାସ୍ଥିତ ବାସଭବନରେ ମିଳିତ ଟ୍ରେଡ ୟୁନିୟନ ପକ୍ଷରୁ ସାଧାରଣ ସମ୍ପାଦକ ସୌମ୍ୟରଞ୍ଜନ ଧଳଙ୍କ ତତ୍ତ୍ୱାବଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । […]

ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତି ଉନ୍ମୋଚନ

18 July 2023 anwesan.live 0

କେନ୍ଦ୍ରାପଡ଼ା, ସହରର ସୈାନ୍ଧର୍ଯ୍ୟକରଣ ଅବସରରେ ପ୍ରଭାବିତ ହୋଇଥିବା ସ୍ୱାଧୀନତା ସଂଗ୍ରାମୀ ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତିକୁ ଜିଲ୍ଲାର ପ୍ରମୁଖ ବିଶିଷ୍ଟ ଲୋକମାନଙ୍କ ଗହଣରେ ଆଡମ୍ବର ସହକାରେ ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗୋପସ୍ଥିତ ତୁଳସୀ […]

ବହୁ ଚର୍ଚ୍ଚିତ ମାର୍ଶାଘାଇ ବିଭୁ ସାହୁ ହତ୍ୟା ଘଟଣାରେ ମୁଖ୍ୟ ଆସାମୀ ସମେତ ୬ ଗିରଫ, ବ୍ୟବହୃତ କାର ଓ ବାଇକ ଜବତ

18 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲାର ବହୁ ଚର୍ଚ୍ଚିତ ମାର୍ଶାଘାଇ ବିଭୁ ସାହୁ ହତ୍ୟା ମାମଲାର ମୁଖ୍ୟ ଆସାମୀ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିବା ସହିତ ବ୍ୟବହୃତ ୨ଟି କାର, ୩ଟି ବାଇକ, ୫ଟି ମୋବାଇଲ […]

ବାଛରା ପଂଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ

17 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବାଛରା ପଂଚାୟତରେ ସୋମବାର ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ , ବାଛରା ସରପଂଚ ରଂଜିତା ସାହୁ (ରାଉତ ), […]

ବୋଲବମ ଭକ୍ତଙ୍କ ମନ୍ଦିରରେ ଜଳାଭିଷେକ

17 July 2023 anwesan.live 0

ଶ୍ରାବଣ ମାସରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ବୋଲବମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ସାରା ରାଜ୍ୟର ବିଭିନ୍ନ ଅଂଚଳରେ ସକାଳ ଠାରୁ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବୋଲବମ ଭକ୍ତଙ୍କ […]

ପଟ୍ଟାମୁଣ୍ଡାଇ ବ୍ଲକର ୧୧୩ ଶିକ୍ଷକଙ୍କ ପଦୋନ୍ନତି ଆଦେଶ ସ୍ଥଗିତ

17 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ୧୧୩ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦେଇଛନ୍ତି । ଏଥିରେ ୨ ଜଣ ଶିକ୍ଷକ ଲେବୁଲ-୩କୁ ଉନ୍ନୀତ ହୋଇ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ପାଇଥିବାବେଳେ ୪୨ଜଣ […]

ଦିହୁଡିପୁର ସମିତିସଭ୍ୟ ପାଇଁ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

17 July 2023 anwesan.live 0

କେନ୍ଦ୍ରାପଡା  ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରାଯାଇଛି । ଏହି […]

ପିସିସି ସଭାପତିଙ୍କ କୁଶପୁତ୍ତଳିକା ଦାହ

17 July 2023 anwesan.live 0

କେନ୍ଦ୍ରାପଡ଼ା ୧୭/୭ କଂଗ୍ରେସ ଦଳର ପ୍ରଭାବଶାଳୀ ନେତା, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ କଟକ ବାରବାଟି ବିଧାୟକ ମହମ୍ମଦ ମୋକୀମଙ୍କୁ ଦଳରୁ ନିଲମ୍ବନ କରାଯିବା ପରେ କେନ୍ଦ୍ରାପଡା କଂଗ୍ରେସରେ ଏକ ପ୍ରକାର କମ୍ପନ […]

ପ୍ରଭାତ ଚନ୍ଦ୍ର ପାଣିଙ୍କ ଦେହାନ୍ତ , ଗଡମେକର ପକ୍ଷରୁ ଶୋକସଭା

17 July 2023 anwesan.live 0

ଗୋପାଳଦାସ ସ୍ମାରକୀ କଳାମନ୍ଦିରର ଉପଦେଷ୍ଟା ପ୍ରଭାତ ଚନ୍ଦ୍ର ପାଣି ଙ୍କ ବିୟୋଗରେ (ଗଡମେକର) ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗଡମେକର ସାଧାରଣ ସଂପାଦକ ଦୟାନିଧି ବଳଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଶୋକସଭାରେ ଗଡମେକର […]

ଆଠ ମାସ ହେଲା ରାଶନ କାର୍ଡଧାରୀଙ୍କୁ ମିଳୁନି ଗହମ , ହତାଶ ହୋଇପଡ଼ିଛନ୍ତି ହିତାଧିକାରୀ

17 July 2023 anwesan.live 0

ଦେଶରେ କେହି ଯେପରି ଭେକିଲା ନରହୁନ୍ତି ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରି ସମସ୍ତ ଗରିବ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ […]

କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ମହିଳା ଶସକ୍ତିକରଣରେ ନବୀନ ପଟ୍ଟନାୟକ ଶତାଦ୍ଦି ପୁରୁଷ ହୋଇ ରହିବେ

17 July 2023 anwesan.live 0

କେନ୍ଦ୍ରାପଡ଼ା,୧୬ା୭: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ରବିବାର ଇଛାପୁରସ୍ଥିତ ଶ୍ୟାମକାଳୀ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଜେଡି […]

୨୦୨୪ ପୂର୍ବରୁ ମଦ ବିରୋଧୀ ଆନ୍ଦୋଳନ ଚୂଡାନ୍ତ ରୂପ ନେବ , ନିଶା ନିବାରଣ ଅଭିଯାନର ଜିଲ୍ଲା ବୈଠକରେ ନିଷ୍ପତ୍ତି

16 July 2023 anwesan.live 0

କେନ୍ଦ୍ରାପଡ଼ା,୧୬ା୭: ରାଜ୍ୟରେ ବିଭିନ୍ନ ପ୍ରକାର ଅପରାଧିକ କାର୍ଯ୍ୟକଳାପ ସାଙ୍ଗକୁ ସଡକ ଦୁର୍ଘଟଣା ଜନିତ ଜୀବନ ହାନୀ ଓ ଅନେକ ସାମାଜିକ ସମସ୍ୟା ବହୁ ପରିମାଣରେ ବଢି ଚାଲିଥିବା ବେଳେ ଏସବୁର ମୂଳ କାରଣ ମଦ […]

ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି

16 July 2023 anwesan.live 0

ପଟ୍ଟାମୁଣ୍ଡାଇ ୧୫.୭-ପଟ୍ଟାମୁଣ୍ଡାଇ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଲାଗିରହିଥିବା ଶିକ୍ଷକ ଅଭାବ ସମସ୍ୟାକୁ ନେଇ ଆଜି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ତାଲା ପକାଇ ଗଣ ଧାରଣାରେ ବସିଲେ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି । […]

ମାନବ ସମ୍ବଳର ବିକାଶ ପାଇଁ ଦକ୍ଷତା ବୃଦ୍ଧି ଅପରିହାର୍ଯ୍ୟ: ଅତିରିକ୍ତ ଜିଲ୍ଲାପାଳ

16 July 2023 anwesan.live 0

କେନ୍ଦ୍ରାପଡ଼ା,୧୫ା୭: ଦକ୍ଷତାର ବୃଦ୍ଧି ହେଲେ କେବଳ ମାନବ ସମ୍ବଳର ବିକାଶ ହୁଏନି ବରଂ ପ୍ରଗତିର ନନ୍ଦିଘୋଷ ହୁଏ ଦୃପ୍ତ । ସମାଜରେ ଆସେ ବ୍ୟାପକ ରୂପାନ୍ତର । କେନ୍ଦ୍ରାପଡ଼ା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ […]

ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା  ; ଅଭିଯୁକ୍ତକୁ ଖୋଜୁଛି ପୋଲିସ

16 July 2023 anwesan.live 0

ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବା ବାହାନା ଦେଖାଇ ବାଇକ୍‌ରେ ନେଇ ବଳାତ୍କାର କରି ଫେରାର ହୋଇଯାଇଥିବା ଘଟଣାକୁ ଏକମାସରୁ ଅଧିକ ହୋଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ବଳାତ୍କାରୀଙ୍କୁ […]

ଆସନ୍ତା ୨୫ ତାରିଖରୁ ବ୍ଲକ ସ୍ତରୀୟ ପରାମର୍ଶ ଶିବିର

15 July 2023 anwesan.live 0

କେନ୍ଦ୍ରାପଡ଼ା,୧୫ା୭: ଆସନ୍ତା ୨୫ତାରିଖରୁ ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର(ଦକ୍ଷତା ମେଳା) ଅନୁଷ୍ଠିତ ହେବ । ଓଡିଶା ଦକ୍ଷତା ପ୍ରାଧିକରଣ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ […]

କଂଗ୍ରେସ ଘେରିଲା କେନ୍ଦ୍ରାପଡା ବ୍ଲକ

15 July 2023 anwesan.live 0

କେନ୍ଦ୍ରାପଡା ୧୪/୭- କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ ବ୍ଲକରେ ଆଖିବୁଜା ଦୁର୍ନିତି ଓ ସରକାରୀ ଯୋଜନାରେ ରାଜନୈତିକ ବାଛବିଚାର ପ୍ରତିବାଦରେ ଶୁକ୍ରବାର କେନ୍ଦ୍ରାପଡା ବ୍ଲକ ଘେରାଉ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ […]

ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଲୋକପ୍ରିୟ ବରିଷ୍ଠ ଆଇନଜୀବୀଙ୍କ ତୈଳଚିତ୍ର ଉନ୍ମୋଚିତ

15 July 2023 anwesan.live 0

କେନ୍ଦ୍ରାପଡ଼ା, ୧୪ା୭ : କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ପାଠାଗାର ପରିସରରେ ଦୁଇ ଲୋକପ୍ରିୟ ବରିଷ୍ଠ ଆଇନଜୀବୀ ସ୍ୱର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତି ଓ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ତୈଳଚିତ୍ର ଉନ୍ମୋଚିତ […]

ଅନନ୍ୟା ସ୍ଥିତପ୍ରଜ୍ଞI ସି ସି ଆର ଟି ବୃତ୍ତି ପାଇଁ ଯୋଗ୍ୟବିବେଚିତ

15 July 2023 anwesan.live 0

ଓଡିଶାର ସୁନାମଧନ୍ୟ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାସ ସ୍ମାରକୀ କଳାମନ୍ଦିର(ଗଡ଼ମେକର ),ନସିପୁର (ପଟ୍ଟାମୁଣ୍ଡାଇ )ର ଛାତ୍ରୀ ତଥା ବାଲିପଡ଼ା ଗ୍ରାମର ଶିକ୍ଷକ ଅଶୋକ କୁମାର ସାହୁ ଓ ମନୋରମା ସାହୁଙ୍କ ସୁପୁତ୍ରୀ ଅନନ୍ୟା ସ୍ଥିତିପ୍ରଜ୍ଞI […]

ଦିହୁଡିପୁର ସମିତିସଭ୍ୟ ପାଇଁ କଂଗ୍ରେସର ପ୍ରାର୍ଥୀପତ୍ର ଦାଖଲ

14 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଦିହୁଡିପୁର ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ଅଗଷ୍ଟ ମାସ ୯ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ […]

ନୂଆ ବସଷ୍ଟାଣ୍ଡରେ ଜବରଦଖଲ ଉଛେଦ କଲା ପୈାରପାଳିକା ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ୍ୱ ଜବରଦଖଲ କରିଥିଲେ

13 July 2023 anwesan.live 0

କେନ୍ଦ୍ରାପଡ଼ା, ୧୩ା୭ : ତିନିମୁହାଣି- ଅଙ୍ଗୁଳେଇ ରାସ୍ତାର ନୁଆ ବସଷ୍ଟାଣ୍ଡ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ଥିବା ଶ୍ରୀଗୋବିନ୍ଦଜୀଉଙ୍କ ଜମିକୁ ଦୀର୍ଘ ୨୫ବର୍ଷ ଧରି ଜବରଦଖଲରେ ଦୋକାନ ଘର କରି ବ୍ୟବସାୟ କରୁଥିବା ବେଳେ […]

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

13 July 2023 anwesan.live 0

କେନ୍ଦ୍ରାପଡ଼ା, ୧୩ା୭ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ […]

ବିଳମ୍ବିତ ବର୍ଷା ସାଂଗକୁ କେନାଲ ଶୁଖିଲା , ପଛେଇଛି ଚାଷ କାର୍ଯ୍ୟ, ଚିନ୍ତାରେ ଚାଷୀ

13 July 2023 anwesan.live 0

କେନ୍ଦ୍ରାପଡା ୧୩ା୭- ଚଳିତ ବର୍ଷ ବିଳମ୍ବିତ ବର୍ଷା ଯୋଗୁଁ ପଟ୍ଟାମୁଣ୍ଡାଇ ଅଂଚଳରେ ଚାଷ କାର୍ଯ୍ୟ ପଛେଇ ଯାଇଛି । ବର୍ତମାନ ଯେଉଁଠି ରୁଆ ବିହୁଡା ହେବା କଥା ଏବେ ସେଇଠି ଧାନ ବୁଣାବୁଣି ଓ […]