ଏସ ଏସ ଜି ଋଣ ପ୍ରଦାନ ଓ ପରିଶୋଧ ସଚେତନତା ଓ ନିଯୁକ୍ତିପତ୍ର ବଣ୍ଟନ

8 July 2023 anwesan.live 0

ପଟ୍ଟାମୁଣ୍ଡାଇ ତା ୭.୭-ମିଶନଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଛି । ମିଶନଶକ୍ତିର ମହିଳାମାନେ ବିକାଶ ପରିଭାଷା ବଦଳାଇ ପ୍ରକୃତ ସାରଥୀ ହୋଇଛନ୍ତି ବୋଲି ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏସ […]

ଯଶସ୍ୱୀ ଜନନେତା ଭାଗବତବାବୁଙ୍କ ଜୟନ୍ତୀ ଓ ପ୍ରତିମୃତ୍ତି ଉନ୍ନୋଚନ ଉତ୍ସବ

8 July 2023 anwesan.live 0

କେନ୍ଦ୍ରାପଡ଼ା, ୭ା୭ : ବିଶିଷ୍ଟ ଜନନାୟକ, ସର୍ବଜନପ୍ରିୟ ପ୍ରାକ୍ତନ ମନ୍ତ୍ରୀ ତଥା ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କର ୯୫ତମ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି […]

 ‘ସମାନ ନାଗରିକ ସଂହିତା ନୂଆ ଭାରତର ଆବଶ୍ୟକତା’

8 July 2023 anwesan.live 0

କେନ୍ଦ୍ରାପଡ଼ା ୭ା୭: ସାମାଜିକ ଅନୁଷ୍ଠାନ ଜୟ ରାଷ୍ଟ୍ର ପକ୍ଷରୁ “ସମାନ ନାଗରିକ ସଂହିତା: ଆଧୁନିକ ଭାରତର ଆବଶ୍ୟକତା” ଶୀର୍ଷକ ଏକ ଆଲୋଚନା ଚକ୍ର ସ୍ଥାନୀୟ ବଳଦେବଜୀଉ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି […]

 ନାବାଳିକାକୁ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତକୁ ୨ବର୍ଷ ଜେଲଦଣ୍ଡ

8 July 2023 anwesan.live 0

କେନ୍ଦ୍ରାପଡ଼ା, ୭ା୭: ଜନୈକ ୧୫ବର୍ଷୀୟ ନାବାଳିକାକୁ ଭଲପାଇବାର ଅଭିନୟ କରି ଜୋରଜବରଦସ୍ତ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ପଟ୍ଟାମୁଣ୍ଡାଇ ଥାନା ଅଧିନ ଏକ ଗ୍ରାମର ବୁଲୁ ମଳିକକୁ କେନ୍ଦ୍ରାପଡା ଆଡହକ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଅଦାଲତର […]

ତାଲୁକ ଆଇନ ସେବା ସମିତି ପକ୍ଷରୁ ବୃକ୍ଷରୋପଣ

7 July 2023 anwesan.live 0

ପଟ୍ଟାମୁଣ୍ଡାଇ ୭.୭-ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ବନୋମହୋତ୍ସବ ଅବସରରେ କୋର୍ଟ ପରିସରରେ ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ବାର୍ତା ଦିଆଯାଇଛି । ରାଜନଗର ବନଖଣ୍ଡ ସହଯୋଗରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ […]

ପଟ୍ଟାମୁଣ୍ଡାଇରେ ବିଜେପି ସଂଯୁକ୍ତ ମୋର୍ଚା ସମାବେଶ

7 July 2023 anwesan.live 0

ରାଜନଗର ନିର୍ବାଚନମଣ୍ଡଳୀର ପଟ୍ଟାମୁଣ୍ଡାଇ ନଗର ଅନ୍ତର୍ଗତ ନନ୍ଦିନୀନଗର ଯଜ୍ଞ ପଡିଆରେ ବିଜେପି ସଂଯୁକ୍ତ ମୋର୍ଚା ସମାବେଶ ଅନୁଷ୍ଠିତ ହୋଇଯାଇଛି । ନଗର ବିଜେପି ସଭାପତି ବିଶ୍ୱରଞ୍ଜନ ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ରାଜନଗର ପୂର୍ବତନ […]

ସଡ଼କ ଦୁର୍ଘଟଣାରେ ମୃତକ ପରିବାର କୁ ବୈଜୟନ୍ତ ପଣ୍ଡାଙ୍କ ସହାୟତା

7 July 2023 anwesan.live 0

କେନ୍ଦ୍ରାପଡ଼ା ବ୍ଲକ ଅଧିନ କୋରୋ ପଂଚାୟତର ହରିଶ ଚନ୍ଦ୍ର ସେଠୀଙ୍କ ଏକମାତ୍ର ପୁତ୍ର ମାନସ ରଞ୍ଜନ ସେଠୀ (34 ବର୍ଷ )ସଡ଼କ ଦୁର୍ଘଟଣା ରେ ମୃତ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି […]

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀ ପାଳିତ

7 July 2023 anwesan.live 0

ପ୍ରଚଣ୍ଡ ରାଷ୍ଟ୍ରଭକ୍ତ, ଭାରତବର୍ଷର ଏକତା ଏବଂ ଅଖଣ୍ଡତାର ଉପାସକ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ଼.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୩ ତମ ଜୟନ୍ତୀ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି […]

ଶିକ୍ଷାବିତ୍ ପ୍ରଫୁଲ୍ଲ ରାଉତରାୟଙ୍କ ଶ୍ରଦ୍ଧାଞ୍ଜଳି ସଭା

7 July 2023 anwesan.live 0

କେନ୍ଦ୍ରାପଡା ୬/୭: ମହାକାଳପଡ଼ା ବିକାଶ ମଞ୍ଚ ସୌଜନ୍ୟରେ ବିଶିଷ୍ଟ ଶିକ୍ଷାବିତ୍ ଦିବଂଗତ ପ୍ରଫୁଲ୍ଲ କୁମାର ରାଉତରାୟଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଗୋପାଳପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ […]

ରାଏଚାନ୍ଦ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବିଦାୟକାଳିନ ସମ୍ବର୍ଦ୍ଧନା

7 July 2023 anwesan.live 0

କେନ୍ଦ୍ରାପଡାତା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ରାଏଚାନ୍ଦ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୀନନୟନା ଷଡଙ୍ଗୀଙ୍କର ଅବସର ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି ସଭାରେ […]

ପଟ୍ଟାମୁଣ୍ଡାଇ କଲେଜର ୫୩ ତମ ପ୍ରତିଷ୍ଠା ଦିବସ

7 July 2023 anwesan.live 0

ଛାତ୍ରଛାତ୍ରୀମାନେ ପ୍ରତିଭା ବଳରେ ସାରା ଦୁନିଆରେ ପଟ୍ଟାମୁଣ୍ଡାଇର ପରିଚୟ ସୃଷ୍ଟି କରନ୍ତୁ:ବିଧାୟକ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରି ସମଗ୍ର ବିଶ୍ୱରେ ନିଜର ଉପସ୍ଥିତି ଜାହିର କରିଥିବା ଗୌରବମଣ୍ଡିତ ପଟ୍ଟାମୁଣ୍ଡାଇକୁ ଆହୁରି ଆଗକୁ ନେବା […]

ଆକାଶ ଛୁଆଁ ପରିବା ଦର: ବିନ୍ସ କେଜି ୨୧୦, ଟମାଟୋ ୧୨୦ ଟଙ୍କା; ଅଦା ୩୨୦ ଟପିଲା

7 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ହାଟ ବଜାରରେ ପରିବା ଦର ଏବେ ଆକାଶ ଛୁଆଁ । ଗାଁ ଠୁ ନେଇ ସହର,ସବୁଠି ପରିବା ଦରକୁ ନେଇ ହା ହା କାର । ୮୦ ତଳକୁ […]

ପ୍ରଧାନଶିକ୍ଷକ ତାଲିମ ଶିବିର ଉଦ୍‌ଯାପିତ

7 July 2023 anwesan.live 0

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନରେ ଅନୁଷ୍ଠିତ ଚାରିଦିନିଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ‘ସଂପୃକ୍ତି’ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ ପୂର୍ଣ୍ଣଚନ୍ଦ୍ର ବ୍ରହ୍ମା ପ୍ରତ୍ୟେକ ବିଦ୍ୟାଳୟରେ […]

ଓଡ଼ିଶା ମୋଟର ଚାଳକ ସଂଘର କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

5 July 2023 anwesan.live 0

ଓଡ଼ିଶା ମୋଟର ଚାଳକ ସଂଘ ର କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଓ ନଗର ଶାଖା ଉଡାଘାଟନ ଗୋପ ସ୍ଥିତ କମଲ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ […]

ବିଭିନ୍ନ ଦାବି ନେଇ ୧୦୮ଆମ୍ବୁଲସନ୍ସ କର୍ମଚାରୀଙ୍କ ଦାବିପତ୍ର

5 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ୧୦୮ ଚିକିତ୍ସା ହେଲଥ କେୟାର ଅଧିନରେ ସମସ୍ତ ୧୦୮ଆମ୍ବୁଲାନ୍ସ କର୍ମଚାରୀମାନେ (ଇଏମଟି, ପାଇଲଟ,ଆଟେଣ୍ଡାଣ୍ଟ) ୨୦୧୩ମସିହା ଠାରୁ ନିଷ୍ଠାପୂର୍ଣ୍ଣ ଓ ନିସ୍ୱାର୍ଥପର ଭାବରେ କାମକରୁଛନ୍ତି । ସେମାନେ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ […]

କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ସାଧାରଣ ବୈଠକ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଗୁରୁତ୍ୱ

5 July 2023 anwesan.live 0

କେନ୍ଦ୍ରାପଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇଥିବା ବେଳେ ମଣ୍ଡଳ […]

ଅସରାଏ ବର୍ଷାରେ ବେହାଲ ପଟ୍ଟାମୁଣ୍ଡାଇ ସହର: ରାସ୍ତା ଉପରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି

5 July 2023 anwesan.live 0

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାତାୟତରେ ବାଧାସୃଷ୍ଠି କରୁଛି । ଗତ କାଲି ଓ ଆଜି ଘଂଟାଏ ଧରି ବର୍ଷା ହେବା […]

ମୌସୁମୀ ଲୁଚକାଳି ଖେଳ,କେନାଲରେ ପାଣି ନାହିଁ ଗଜା ମରୁଡ଼ି ଆଶଙ୍କା, ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଦାବି

5 July 2023 anwesan.live 0

କେନ୍ଦ୍ରାପଡ଼ା ୫ା୭-:ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟକେନାଲ ସହିତ ଶାଖା କେନାଲ ଶୁଖିଲା ପଡିଛି  । ପ୍ରତିଦିନ ଆକାଶରେ କଳାବାଦଲ ଢ଼ାଙ୍କୁଥିଲେବି ଭଲ କରି ବର୍ଷା ହେଉନାହିଁ । […]

ବଜ୍ରପାତ ରଚିଲା ତାଣ୍ଡବ

5 July 2023 anwesan.live 0

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ମହାକାଳପଡା ବ୍ଲକ୍‌ର ଅମିରାବାଦ ଗ୍ରାମରେ ଆଜି ମଧ୍ୟାହ୍ନ ସମୟରେ ବଜ୍ରପାତ ରଚିଲା ତାଣ୍ଡବ । ଏକ କାଳୀନ ପଡିଲା ୪ଟି ନଡିଆ ଗଛ ଉପରେ ଜଳିଲା ହୁତୁ […]

କେନ୍ଦ୍ରାପଡା ପୁର୍ତ୍ତ ବିଭାଗରେ ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲି, ବିକାଶ ଅଧାବାଟରେ

5 July 2023 anwesan.live 0

କେନ୍ଦ୍ରାପଡ଼ା ୪ା୭: କେନ୍ଦ୍ରାପଡା ଜିଲ୍ଲାରେ ଅନେକ ପଦବୀରେ କର୍ମଚାରୀ ନ ଥିବାରୁ କାର୍ଯରେ ବାଧା ଦେଖାଦେଇଛି । ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ତ୍ୱ ଦିଆଯାଇଛି । ଯନ୍ତ୍ରୀମାନଙ୍କୁ ଏକାଧିକ ଦାୟିତ୍ତ୍ୱ ଦିଆଯାଇଥିବାରୁ ସଠିକ […]

କେନ୍ଦ୍ରାପଡା ଜିଲ୍ଲାର ଗୌରବ ,ଭାରତୀୟ ଭଲିବଲ୍ ଦଳରେ ମହମ୍ମଦ ରାଜା ସାମିଲ

5 July 2023 anwesan.live 0

କେନ୍ଦ୍ରାପଡ଼ା ୪ା୭: ଏକୋଇଶି ବର୍ଷରୁ କମ ଭାରତୀୟ ଭଲିବଲ ଦଳରେ ଓଡିଶାର କେନ୍ଦ୍ରାପଡା ସହରସ୍ଥ ରଣପଡା ଗ୍ରାମର ମହମ୍ମଦ ରାଜା ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଆନ୍ତର୍ଜାତୀୟ ଭଲିବଲ୍ […]

ପଟ୍ଟାମୁଣ୍ଡାଇ ଏମ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ସମେତ ଶିକ୍ଷକ ନିଯୁକ୍ତି ପାଇଁ ଧାରଣା ନିଷ୍ପତ୍ତି

4 July 2023 anwesan.live 0

କେନ୍ଦ୍ରାପଡା ୪.୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ସପ୍ରତି ସମସ୍ୟା ପରେ ସମସ୍ୟାରେ ଛନ୍ଦି ହୋଇପଡିଛି । ରାଜ୍ୟ ସରକାର ଏହି ପୁରାତନ ହାଇସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ […]

ନିଖୋଜ ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାର

4 July 2023 anwesan.live 0

ପଟ୍ଟାମୁଣ୍ଡାଇ ୪.୭-ତିନିଦିନ ତଳୁ ନିଖୋଜ ଥିବା ଯୁବକର ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ […]

ବିଜେପି ମହାଜନସମ୍ପର୍କ ଓ ଲାଭର୍ଥୀ ସମାବେଶ

4 July 2023 anwesan.live 0

ପଟ୍ଟାମୁଣ୍ଡାଇ ତା ୩.୭-ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅଢାଯୋଡ଼ି ସାତହୁଙ୍କା ମଠ ଠାରେ ମହାଜନସମ୍ପର୍କ ଓ ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଡ଼ […]